HindiVyakran

  • नर्सरी निबंध
  • सूक्तिपरक निबंध
  • सामान्य निबंध
  • दीर्घ निबंध
  • संस्कृत निबंध
  • संस्कृत पत्र
  • संस्कृत व्याकरण
  • संस्कृत कविता
  • संस्कृत कहानियाँ
  • संस्कृत शब्दावली
  • पत्र लेखन
  • संवाद लेखन
  • जीवन परिचय
  • डायरी लेखन
  • वृत्तांत लेखन
  • सूचना लेखन
  • रिपोर्ट लेखन
  • विज्ञापन

Header$type=social_icons

  • commentsSystem

Odia Essay on "Mother Teresa", "ମଦର ଟେରେସା ରଚନା" for Students

Essay on Mother Teresa in Odia Language : In this article " ମଦର ଟେରେସା ରଚନା ", " Mother Teresa Rachana in Odia  for students ...

Essay on Mother Teresa in Odia Language : In this article " ମଦର ଟେରେସା ରଚନା ", " Mother Teresa Rachana in Odia  for students of class 5, 6, 7, 8, 9, and 10.

Odia Essay on " Mother Teresa ", " ମଦର ଟେରେସା ରଚନା " for Students

ଉପକ୍ରମ : ଆଜିକୁ ଦେଢ଼ଶହ ବର୍ଷ ତଳେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଜଣେ ସନ୍ଥକବି ଭୀମ ଭୋଇ କହିଥିଲେ

“ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।”

ଅର୍ଥାତ୍ ମୁଁ ପଛକେ ଜୀବନରେ କୌଣସି ସୁଖ ସୌଭାଗ୍ୟ ଲାଭ ନ କରି ନର୍କଗାମୀ ହୁଏ, କିନ୍ତୁ ଜଗତର ପ୍ରାଣୀମାନଙ୍କର ମଙ୍ଗଳ ହେଉ । ସେମାନେ ସୁଖରେ ରହନ୍ତୁ । ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଏଭଳି ଅଭିଳାଷ ପୋଷଣ କରି ନିଜର ଜୀବନକୁ ଯେଉଁମାନେ ପରାର୍ଥରେ ଉତ୍ସର୍ଗ କରି ଦିଅନ୍ତି, ସେମାନେ ହୁଅନ୍ତି ମହାପୁରୁଷ । ସେମାନଙ୍କର ଜୀବନଗାଥା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହେ । ସେମାନେ ମହାକାଳକୁ ଅତିକ୍ରମ କରି ଶାଶ୍ୱତ ଗୌରବର ଅଧୁକାରୀ ହୁଅନ୍ତି । ଫ୍ରେସ ନାଇଟିଙ୍ଗଲ, ଦୀନବନ୍ଧୁ ଆଣ୍ଡୁଜ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରଭୃତିଙ୍କ ଭଳି ଦୟାଳୁ, ତ୍ୟାଗୀ ଓ ମାନବତାବାଦୀ ସେବକ ପୁରୁଷ ସ୍ବଚିତ ଦେଖାଯାଆନ୍ତି । ସେମାନେ ସେବା ଓ କରୁଣାର ଗୋଟିଏ ଲେଖାଏଁ ଅବତାର ଅଟନ୍ତି । ବିଂଶ ଶତାବ୍ଦୀର ଶେଷଭାଗରେ ସେବାକୁ ଜୀବନର ପରମ ବ୍ରତ ଭାବରେ ବାଛି ନେଇ ଦୁଃଖୀ, ଦରିଦ୍ର, ଅନାଥ ଓ ଅବହେଳିତମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଜୀବନକୁ ଉତ୍ସର୍ଗ କରିଦେଇଥିବା ସେହିଭଳି ଜଣେ ମହୀୟସୀ ନାରୀ ହେଉଛନ୍ତି ମଦର ଟେରେସା । ଆଧୁନିକ ଭାରତରେ ସେ ଯଥାର୍ଥରେ ଥିଲେ ଜଣେ ମାତୃଭୂପିଣୀ କଲ୍ୟାଣମୟୀ ନାରୀ । ସେବା ଓ ତ୍ୟାଗର ଯେଉଁ ମହନୀୟତା ଆଦର୍ଶ ସେ ସୃଷ୍ଟି କରିଯାଇଛନ୍ତି, ତା’ର ପଟାନ୍ତର ନାହି ।

ମଦର ଟେରେସାଙ୍କ ସଂକ୍ଷିପ୍ତ ଜୀବନୀ : ମଦର ଟେରେସା ୧୯୧୦ ଅଗଷ୍ଟ ୨୭ ତାରିଖ ଦିନ ଯୁଗୋସ୍ବାଭିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଏନେସ୍ ଗୋଝା ବୋଜାସି (Agnes Gonzha Bojaxhiu) ଭାରତକୁ ଆସିବା ପରେ ସେବାମୂଳକ କାର୍ଯ୍ୟରେ ତାଙ୍କର ପ୍ରତିଷ୍ଠା, ପ୍ରଶଂସା ତଥା ଆଦର ନିମନ୍ତେ ସେ ମଦର ଟେରେସା ନାମରେ ପରିଚିତା ହୋଇଥିଲେ ।

ମଦର ଟେରେସା ସ୍ଵଦେଶର ବିଦ୍ୟାଳୟରେ ଅଧ୍ୟୟନ କରିବାବେଳୁ ସେବା ପ୍ରତି ଆଗ୍ରହୀ । ହୋଇଉଠିଥିଲେ । ଦୁଃଖୀଜନର ଦୁଃଖ ଦେଖୁଲେ ତାଙ୍କ ହୃଦୟରେ ବ୍ୟଥା ଜାତ ହେଉଥିଲା । ମାତ୍ର ୧୯ ବର୍ଷ ବୟସରେ ଯୌବନର ସମସ୍ତ ସ୍ଵପ୍ନକୁ ଫିଙ୍ଗିଦେଇ ଜଣେ ମିଶନାରୀ ସେବିକାର ପଥକୁ ବାଛି ନେଇ ସେ କଲିକତା ଚାଲି ଆସିଥିଲେ । କଲିକତାରେ ସେ ପ୍ରଥମେ ଗୋଟିଏ ବିଦ୍ୟାଳୟରେ ଭୂଗୋଳ ଶିକ୍ଷୟିତ୍ରୀ ଭାବରେ କର୍ମ ଜୀବନ ଆରମ୍ଭ କରିଥିଲେ । ଏହି ସମୟରେ ମହାନଗରୀର ରାସ୍ତା ପାର୍ଶ୍ୱରେ ଥିବା ଶହ ଶହ ରୋଗୀ, ଦୁଃଖୀ, ଅନାହାରୀ ଓ ବିକଳାଙ୍ଗ ମାନଙ୍କ ଦୁର୍ଦଶା ଦେଖୁ ପ୍ରାଣରେ ତାଙ୍କର ଅସୀମ ଦୁଃଖ ଜାତ ହୋଇଥିଲା । ବିଶେଷକରି ବିଦ୍ୟାଳୟ ପାର୍ଶ୍ୱବର୍ତ୍ତୀ ମୋତିଝିଲ ନାମକ ବସ୍ତିର ଦରିଦ୍ର ବାସିନ୍ଦାମାନଙ୍କର ଅବସ୍ଥା ଦେଖୁ ପ୍ରଥମେ ସେଇଠାରୁ ହିଁ ସେବାକାର୍ଯ୍ୟ ଆରମ୍ଭ କରିଥିଲେ । ସେ ଶିକ୍ଷୟିତ୍ରୀ ଚାକିରି ପରିତ୍ୟାଗ କରି ମୋତିଝିଲି ବସ୍ତିରେ ' ଅସହାୟମାନଙ୍କର ବିଦ୍ୟାଳୟ' ନାମରେ ଗୋଟିଏ ଦାତବ୍ୟ ସ୍କୁଲ ସ୍ଥାପନ କରିବା ସଙ୍ଗେ ସଙ୍ଗେ ରୋଗୀସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ସେଇଠାରୁ ହିଁ ତାଙ୍କ ପ୍ରକୃତ ସେବିକା ଜୀବନ ଆରମ୍ଭ ହୋଇଥିଲା ।

ଦୁଇଟି ଦଶନ୍ଧି ଭାରତୀୟ ମୃତ୍ତିକାରେ ଜୀବନ ଅତିବାହିତ କରିବା ପରେ ସେ ଆଉ ସ୍ଵଦେଶକ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛାକରି ନ ଥିଲେ । ଫଳରେ ଦେଶର ସ୍ୱାଧୀନତା ପରେ ୧୯୪୮ ମସିହାରେ ସେ ଭାରତର ନାଗରିକତା ଗ୍ରହଣ କରି ଏଠାରେ ସ୍ଥାୟୀ ଭାବରେ ବାସ କରିବାକୁ ଆରମ୍ଭ କରିଥିଲେ । ସେ କଲିକତାରେ ‘ମିଶନାରିଜ ଅଫ୍ ଚାରିଟି’ (Missionaries of Charity) ନାମରେ ଗୋଟିଏ ସେବା ଅନୁଷ୍ଠାନ ଗଠନ କରିଥିଲେ । ସେଦିନର ସେଇ କ୍ଷୁଦ୍ର ଚାରାଟି ଏବେ ଏକ ବିରାଟ ମହୀରୁହରେ ପରିଣତ ହୋଇଛି ଏବଂ ବିଭିନ୍ନ ଦେଶରେ ଏହାର ୧୫୦ ଟିରୁ ଊଦ୍ଧ ଶାଖା କାର୍ଯ୍ୟ କରୁଛି । ମଦର ଟେରେସା ସାରା ଜୀବ ଅବିବାହିତା ରହି ଜଣେ ସନ୍ନ୍ୟାସିନୀ ଭଳି ଜୀବନ କଟାଇଥିଲେ । ଦୁଃଖୀ, ଦରିଦ୍ର, ଅନାଥ, ଅସହାୟ, ରୁଗଣ ଓ ବିକଳାଙ୍ଗ ମାନଙ୍କୁ ସେ ଏହିଠାରେ ଆଶ୍ରୟ ଦେଇ ସେମାନଙ୍କର ସମସ୍ତ ପ୍ରକାର ଯନ୍ ନେଉଥିଲେ । ସେ ସମସ୍ତଙ୍କ ପାଇଁ ଥିଲେ କରୁଣାର ଅବତାର ଏବଂ ଜଣେ ସ୍ନେହମୟୀ ମାତା । ସତେ ଅବା ସେ ସ୍ଵର୍ଗୀୟ ବିଭୂତି ନେଇ ମାନବ ସେବା ନିମନ୍ତେ ଦୈବପ୍ରେରିତା ହୋଇଆସିଥିଲେ । 'Service to manking is service to God' - ଏହି ଉକ୍ତିଟି ତାଙ୍କର ଜୀବନରେ ଯଥାର୍ଥ ରୂପେ ପତିପାଦିତ ହୋଇଛି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ସେବିକା ଏବେ ତାଙ୍କର ଉତ୍ତରଦାୟୀ ଭାବେ ଏଇ ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି ।

ପୁରସ୍କାର ଓ ସମ୍ମାନ : ସେବା ଓ ତ୍ୟାଗ ପାଇଁ ମଦର ଟେରେସା ସମଗ୍ର ପୃଥିବୀରେ ସୁପରିଚିତ । ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ଉପାଧୁ ସହିତ ୧୯୮୦ ମସିହାରେ ‘ଭାରତ ରନ୍’ ସମ୍ମାନରେ ଭୂଷିତା କରିଛନ୍ତି । ଏହା ବ୍ୟତୀତ ସେ ‘ପୋପ୍ ଜନ ଶାନ୍ତି ପୁରସ୍କାର', ‘ଜବାହାରଲାଲ ନେହେରୁ ପୁରସ୍କାର’ ଓ ଶାନ୍ତି ପାଇଁ ପୃଥିବୀର ବିଖ୍ୟାତ ‘ନୋବେଲ ପୁରସ୍କାର’ ଲାଭ କରିଥିଲେ । ତାଙ୍କୁ ପୃଥିବୀର ବିଭିନ୍ନ ଦେଶରୁ ଏବଂ ବିଭିନ୍ନ ଅନୁଷ୍ଠାନରୁ ବହୁ ମାନପତ୍ର ମିଳିଥିଲା; ମାତ୍ର ପ୍ରଶଂସା ବା ସ୍ତୁତିଗାନରେ ସେ ଥିଲେ ଅବିଚଳିତା । ସେ କହୁଥିଲେ, “ ଏହି ସଂସାରରେ ଦୁଃଖୀ, ଦରିଦ୍ର, ରୋଗୀ ଓ ବିକଳାଙ୍ଗମାନଙ୍କର ସେବା କରିବା ପାଇଁ ସେ ଈଶ୍ବରଙ୍କ ଦ୍ଵାରା ପ୍ରେରିତା ହୋଇଛନ୍ତି । ତାଙ୍କର ଜୀବନରେ ଏହି ଉକ୍ତି ଯଥାର୍ଥ ଭାବରେ ପ୍ରତିପାଦିତ ହୋଇଥିଲା ।

ଏହି ମହୀୟସୀ ମହିଳା ଥିଲେ ସେବା ଓ କରୁଣାର ପ୍ରତିମୂର୍ତ୍ତି, ଅନାଥ ଓ ଅସହାୟଙ୍କ ପାଇଁ ଆଶାର ଆଲୋକ, ଆଉଁ ଓ ପୀଡ଼ିତଙ୍କ ପାଇଁ ଅପୂର୍ବ ସାନ୍ବନା । ୧୯୯୭ ମସିହା ସେପ୍ଟେମ୍ବର ମାସରୁ ସେ ଇହଲୋକରୁ ବିଦାୟ ନେଇଛନ୍ତି ।

ଶେଷକଥା : ମଦର ଟେରେସା ଜଣେ ବିଦେଶୀ ହେଲେ ମଧ୍ୟ ଭାରତୀୟ ମାଟି, ପାଣି ସହିତ ନିଜକୁ । ଓତଃପ୍ରୋତ ଭାବରେ ଜଡ଼ିତ କରିଦେଇଥିଲେ । ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ସେବା କ୍ଷେତ୍ରରେ ଜାତି ଧର୍ମର ସଂକୀର୍ଣ୍ଣତାଠାରୁ ବହୁ ଉଦ୍ଧକୁ ଚାଲିଯାଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ତାହାହିଁ ହେଉଛି ଜଣେ ଯଥାର୍ଥ ସେବିକାର ଆଦର୍ଶ । ସେବା, ତ୍ୟାଗ ଓ କରୁଣା କ୍ଷେତ୍ରରେ ସେ ଯେଉଁ ଆଦର୍ଶ ସୃଷ୍ଟି କରିଗଲେ, ତାହା ଯୁଗ ଯୁଗ ଧରି ଅମଳିନ ହୋଇ ରହିବ । ସେ ସମଗ୍ର ମାନବ ସମାଜର ମାତୃତୁଲ୍ଯା ଏବଂ ଜଣେ ବନ୍ଦନୀୟା ନାରୀ । ଏବେ ତାହାଙ୍କୁ ଜଣେ ‘ସଛି’ ବା ‘ସେଣ୍ଟ' ରୂପେ ସ୍ୱୀକୃତି ଦେବା ପାଇଁ ଖ୍ରୀଷ୍ଟୀୟ ଜଗତରେ ବିଚାର ଆଲୋଚନା ଚାଲିଛି ।

Twitter

100+ Social Counters$type=social_counter

  • fixedSidebar
  • showMoreText

/gi-clock-o/ WEEK TRENDING$type=list

  • गम् धातु के रूप संस्कृत में – Gam Dhatu Roop In Sanskrit गम् धातु के रूप संस्कृत में – Gam Dhatu Roop In Sanskrit यहां पढ़ें गम् धातु रूप के पांचो लकार संस्कृत भाषा में। गम् धातु का अर्थ होता है जा...
  • दो मित्रों के बीच परीक्षा को लेकर संवाद - Do Mitro ke Beech Pariksha Ko Lekar Samvad Lekhan दो मित्रों के बीच परीक्षा को लेकर संवाद लेखन : In This article, We are providing दो मित्रों के बीच परीक्षा को लेकर संवाद , परीक्षा की तैयार...

' border=

RECENT WITH THUMBS$type=blogging$m=0$cate=0$sn=0$rm=0$c=4$va=0

  • 10 line essay
  • 10 Lines in Gujarati
  • Aapka Bunty
  • Aarti Sangrah
  • Akbar Birbal
  • anuched lekhan
  • asprishyata
  • Bahu ki Vida
  • Bengali Essays
  • Bengali Letters
  • bengali stories
  • best hindi poem
  • Bhagat ki Gat
  • Bhagwati Charan Varma
  • Bhishma Shahni
  • Bhor ka Tara
  • Boodhi Kaki
  • Chandradhar Sharma Guleri
  • charitra chitran
  • Chief ki Daawat
  • Chini Feriwala
  • chitralekha
  • Chota jadugar
  • Claim Kahani
  • Dairy Lekhan
  • Daroga Amichand
  • deshbhkati poem
  • Dharmaveer Bharti
  • Dharmveer Bharti
  • Diary Lekhan
  • Do Bailon ki Katha
  • Dushyant Kumar
  • Eidgah Kahani
  • Essay on Animals
  • festival poems
  • French Essays
  • funny hindi poem
  • funny hindi story
  • German essays
  • Gujarati Nibandh
  • gujarati patra
  • Guliki Banno
  • Gulli Danda Kahani
  • Haar ki Jeet
  • Harishankar Parsai
  • hindi grammar
  • hindi motivational story
  • hindi poem for kids
  • hindi poems
  • hindi rhyms
  • hindi short poems
  • hindi stories with moral
  • Information
  • Jagdish Chandra Mathur
  • Jahirat Lekhan
  • jainendra Kumar
  • jatak story
  • Jayshankar Prasad
  • Jeep par Sawar Illian
  • jivan parichay
  • Kashinath Singh
  • kavita in hindi
  • Kedarnath Agrawal
  • Khoyi Hui Dishayen
  • Kya Pooja Kya Archan Re Kavita
  • Madhur madhur mere deepak jal
  • Mahadevi Varma
  • Mahanagar Ki Maithili
  • Main Haar Gayi
  • Maithilisharan Gupt
  • Majboori Kahani
  • malayalam essay
  • malayalam letter
  • malayalam speech
  • malayalam words
  • Mannu Bhandari
  • Marathi Kathapurti Lekhan
  • Marathi Nibandh
  • Marathi Patra
  • Marathi Samvad
  • marathi vritant lekhan
  • Mohan Rakesh
  • Mohandas Naimishrai
  • MOTHERS DAY POEM
  • Narendra Sharma
  • Nasha Kahani
  • Neeli Jheel
  • nursery rhymes
  • odia letters
  • Panch Parmeshwar
  • panchtantra
  • Parinde Kahani
  • Paryayvachi Shabd
  • Poos ki Raat
  • Portuguese Essays
  • Punjabi Essays
  • Punjabi Letters
  • Punjabi Poems
  • Raja Nirbansiya
  • Rajendra yadav
  • Rakh Kahani
  • Ramesh Bakshi
  • Ramvriksh Benipuri
  • Rani Ma ka Chabutra
  • Russian Essays
  • Sadgati Kahani
  • samvad lekhan
  • Samvad yojna
  • Samvidhanvad
  • Sandesh Lekhan
  • sanskrit biography
  • Sanskrit Dialogue Writing
  • sanskrit essay
  • sanskrit grammar
  • sanskrit patra
  • Sanskrit Poem
  • sanskrit story
  • Sanskrit words
  • Sara Akash Upanyas
  • Savitri Number 2
  • Shankar Puntambekar
  • Sharad Joshi
  • Shatranj Ke Khiladi
  • short essay
  • spanish essays
  • Striling-Pulling
  • Subhadra Kumari Chauhan
  • Subhan Khan
  • Suchana Lekhan
  • Sudha Arora
  • Sukh Kahani
  • suktiparak nibandh
  • Suryakant Tripathi Nirala
  • Swarg aur Prithvi
  • Tasveer Kahani
  • Telugu Stories
  • UPSC Essays
  • Usne Kaha Tha
  • Vinod Rastogi
  • Vrutant lekhan
  • Wahi ki Wahi Baat
  • Yahi Sach Hai kahani
  • Yoddha Kahani
  • Zaheer Qureshi
  • कहानी लेखन
  • कहानी सारांश
  • तेनालीराम
  • मेरी माँ
  • लोककथा
  • शिकायती पत्र
  • हजारी प्रसाद द्विवेदी जी
  • हिंदी कहानी

RECENT$type=list-tab$date=0$au=0$c=5

Replies$type=list-tab$com=0$c=4$src=recent-comments, random$type=list-tab$date=0$au=0$c=5$src=random-posts, /gi-fire/ year popular$type=one.

  • अध्यापक और छात्र के बीच संवाद लेखन - Adhyapak aur Chatra ke Bich Samvad Lekhan अध्यापक और छात्र के बीच संवाद लेखन : In This article, We are providing अध्यापक और विद्यार्थी के बीच संवाद लेखन and Adhyapak aur Chatra ke ...

' border=

Join with us

Footer Logo

Footer Social$type=social_icons

  • loadMorePosts

Sri Aurobindo symbol

This volume consists of two separate but related works: 'The Mother', a collection of short prose pieces on the Mother, and 'Letters on the Mother', a selection of letters by Sri Aurobindo in which he referred to the Mother in her transcendent, universal and individual aspects. In addition, the volume contains Sri Aurobindo's translations of selections from the Mother's 'Prières et Méditations' as well as his translation of 'Radha's Prayer'.

essay on mother in odia language

  • The Mother with Letters on the Mother
  • 2012 Edition
  • 1972 Edition

Oriya translation of 'The Mother' - a collection of short prose pieces on the Mother and her four great Aspects - Maheshwari, Mahakali, Mahalakshmi, Mahasaraswati.

essay on mother in odia language

  •   Die Mutter    Deutsche
  •   श्री माताजी के विषय में    हिंदी
  •   মায়ের কথা    বাংলা
  •   મા    ગુજરાતી
  •   ମା    ଓଡିଆ
  •   ಶ್ರೀಮಾತಾ    ಕನ್ನಡ
  •   La Madre    Español
  •   La Mère    Français

Book Formats

Translations.

  • SABCL > The Mother Deutsche हिंदी বাংলা ગુજરાતી ଓଡିଆ ಕನ್ನಡ Español Français

A collection of short prose pieces on the Mother and her four great Aspects - Maheshwari, Mahakali, Mahalakshmi, Mahasaraswati.

  Home

  Sri Aurobindo

  Books

  SABCL

  Oriya

Let us co-create the website.

Share your feedback. Help us improve. Or ask a question.

Odia Essay PDF 2024 – For Classes 8th To 12th & Competitive Exams

Editorial Staff

  • April 20, 2024

Odia Essay PDF – For Classes 8th To 12th & Competitive Exams

Are you searching for the Odia Essay to prepare for your upcoming exams and events, we have published Odia Essay or Oriya Essay for students of primary, secondary, and higher secondary schools, and colleges, and also for Competitive Exams. If you are looking for the Odia Essay books or PDF, here we have provided Odia Essay in PDF format you can download and read the Odia essay.

Odia Essay or Odia Rachana

Odia Essay on the Oriya Language: The Essential Odia Essays (Odia Rachana) are intended to meet the growing demand of pupils in Primary, secondary, and higher secondary schools and colleges. Conscious efforts have been made to carefully choose essays on a variety of subjects that are well within the knowledge and experience range of the pupils.

The Odia essays have been presented interestingly in a simple, plain, and idiomatic language containing vocabulary and structural expressions they are familiar with. Meanings of difficult words supposed to be above their vocabulary horizons have been given in their mother tongue. The purpose is to enrich their vocabulary to enable them to express their feelings and thoughts in a better way.

It is important to know that an Odia essay (Odia Rachana) is not always a complete account of the subject matter. There are no rules about how long or short an Odia essay should be. The pupils at the secondary level are, however, supposed to write an essay in 250 to 300 words on the suggested outlines. All that is important is that the essay must be interesting, well-presented, and free of errors.

Books: Odisha Board Textbooks

Benefits of Writing Essays

Three kinds of essays namely descriptive, narrative, and reflective have been dealt with in this book to give the pupils an idea about how each of such essays can be written with ease and facility. Writing an essay on a given topic needs careful planning and appropriate communicative skills.

Pupils are advised to develop each point of the given outlines into a paragraph in their own words. They may, however, show their ability to write sentences containing clauses, phrases, and other elements they learned somewhere. What is significant is that the use of such phrases, words, and clauses should be appropriate and relevant to the topic.

The beginning paragraph of the essay should be impressive and aim at introducing the topic sustaining the interest of the readers. The last paragraph should sum up the writer’s views on the topic and should equally be lively and impressive. Each paragraph should contain one thought and should lead to the next one. All the paragraphs taken together should be a composite whole instead of being segregated parts.

Last but not least, meticulous care should be taken to revise the Odia essay to correct the errors and weed out irrelevant points. Letter writing, on the other hand, calls for a different skill. Its importance is always felt in our everyday life when we need to write personal letters to friends and relatives, business letters to industrial.

If you find any outdated essay with the unavailable download link, please feel free to leave a comment below.

Related Posts

BSE Odisha 10th Class Syllabus

BSE Odisha 10th Class Syllabus 2024, Odisha Class 10th Syllabus PDF

  • May 17, 2024

Odisha Board Class 5 Books PDF

Odisha Board Class 5 Books PDF 2024-25 [Odia Medium]

  • April 21, 2024

Odisha Board Class 4 Books PDF

Odisha Board Class 4 Books PDF Download 2024-25 [Odia Medium]

Leave a reply cancel reply.

Your email address will not be published. Required fields are marked *

Name  *

Email  *

Add Comment  *

Save my name, email, and website in this browser for the next time I comment.

Post Comment

Multibhashi

  • Learn English Online Classes
  • Learn Foreign Languages
  • Learn Indian Languages
  • Live Online Classes for Kids
  • See Other Live Online Classes
  • Books to Learn French
  • Books to learn Spanish
  • Books to learn German
  • Books to learn Chinese
  • Books to learn Japanese
  • Books to learn Korean
  • Books to learn Portuguese
  • Books to learn Persian
  • Books to learn Tibetan
  • Books to learn Italian
  • Books to learn Russian
  • Best Books to learn Arabic from in 2021
  • English Dictionary
  • English – Hindi Dictionary
  • English – Kannada Dictionary
  • English – Telugu Dictionary
  • English – Tamil Dictionary
  • Learn English Articles
  • Learn Hindi Articles
  • Learn Kannada Articles
  • Learn Tamil Articles
  • Learn Gujarati Articles
  • Translation Services
  • Localization Services
  • Voice Over Services
  • Transcription Services
  • Digital Marketing Services
  • Vernacular Language Service Offerings
  • Case Studies
  • For Business / Enterprises

mother Meaning in Oriya | mother ମାନିଙ୍ଗ ଇଂ ନୀୟ

essay on mother in odia language

mother  ମାଁ

essay on mother in odia language

mother =  ମାଁ

Pronunciation  =  🔊 bb1.onclick = function(){ if(responsivevoice.isplaying()){ responsivevoice.cancel(); }else{ responsivevoice.speak("mother", "uk english female"); } }; mother, pronunciation in oriya  =  ମଦର୍, mother  in oriya : ମାଁ, part of speech :  noun  , definition in english : a woman who has given birth to a child , definition in  oriya : କୌଣସି ଶିଶୁକୁ ଜନ୍ମ ଜଣେ ସ୍ତ୍ରୀ ଲୋକ, examples in english :.

  • I love my mother very much.

Examples in Oriya :

  • ମୁ ମୋ ମାଁ ଙ୍କୁ ବହୁତ ଭଲ ପାୟେ

Synonyms of mother

Antonyms of mother, about english oriya dictionary.

Multibhashi’s Oriya-English Dictionary will help you find the meaning of different words from Oriya to English like meaning of Chāna and from English to Oriya like meaning of Awesome, The meaning of stunning, etc. Use this free dictionary to get the definition of friend in Oriya and also the definition of friend in English. Also see the translation in Oriya or translation in English, synonyms, antonyms, related words, image and pronunciation for helping spoken English improvement or spoken Oriya improvement.

About English Language

English is one of the most widely spoken languages across the globe and a common language of choice for people from different backgrounds trying to communicate with each other. This is the reason why English is the second language learned by most of the people.

About the Oriya Language

Oriya, also known as Odiya is a language spoken by 4.2% of India’s population. The language is spoken mostly in eastern India, with more than 35 million native speakers. Oriya is the predominant language of the Indian state of Odisha (formerly known as Orissa) and also spoken in parts of West Bengal, Jharkhand, Chhattisgarh, and Andhra Pradesh. You can use multibhashi to learn Oriya from English with just little efforts and Concentration. This course will help you understand, learn and use Oriya sentences in your Daily Life.

Download App

Omniglot - the online encyclopedia of writing systems & languages

  • Constructed scripts
  • Multilingual Pages

Useful phrases in Odia

A collection of useful phrases in Odia (Oriya), an Indo-Aryan language spoken mainly in the Indian state of Odisha (Orissa) by about 31 million people.

Jump to phrases

See these phrases in any combination of two languages in the Phrase Finder . If you can provide recordings, corrections or additional translations, please contact me .

Key to abbreviations: >m = said to men, >f = said to women

Additional phrases

Phrases supplied by Aditya Mohanty and Ansik Mahapatra. Recordings and additional phrases by Arindam Tosh

Download the audio files

If you would like to make any corrections or additions to this page, or if you can provide recordings, please contact me .

Information about Odia | Phrases | Numbers | Tower of Babel

Other collections of Odia phrases http://wikitravel.org/en/Odia_phrasebook http://www.mikecook.com/phrase/oriya.html

Phrases in Indo-Aryan languages

Assamese , Bengali , Bhojpuri , Dogri , Garhwali , Gujarati , Hindi , Kashmiri , Magahi , Maithili , Maldivian , Marathi , Nepali , Odia (Oriya) , Punjabi , Romani , Sanskrit , Sindhi , Sinhala , Sylheti , Urdu

Phrases in other languages

728x90 (Best VPN)

Why not share this page:

The Fastest Way to Learn Japanese Guaranteed with JapanesePod101.com

If you like this site and find it useful, you can support it by making a donation via PayPal or Patreon , or by contributing in other ways . Omniglot is how I make my living.

essay on mother in odia language

Get a 30-day Free Trial of Amazon Prime (UK)

iVisa.com

  • Learn languages quickly
  • One-to-one Chinese lessons
  • Learn languages with Varsity Tutors
  • Green Web Hosting
  • Daily bite-size stories in Mandarin
  • EnglishScore Tutors
  • English Like a Native
  • Learn French Online
  •   Learn languages with MosaLingua
  • Learn languages with Ling
  • Find Visa information for all countries
  • Writing systems
  • Con-scripts
  • Useful phrases
  • Language learning
  • Multilingual pages
  • Advertising

Omniglot Blog

We will keep fighting for all libraries - stand with us!

Internet Archive Audio

essay on mother in odia language

  • This Just In
  • Grateful Dead
  • Old Time Radio
  • 78 RPMs and Cylinder Recordings
  • Audio Books & Poetry
  • Computers, Technology and Science
  • Music, Arts & Culture
  • News & Public Affairs
  • Spirituality & Religion
  • Radio News Archive

essay on mother in odia language

  • Flickr Commons
  • Occupy Wall Street Flickr
  • NASA Images
  • Solar System Collection
  • Ames Research Center

essay on mother in odia language

  • All Software
  • Old School Emulation
  • MS-DOS Games
  • Historical Software
  • Classic PC Games
  • Software Library
  • Kodi Archive and Support File
  • Vintage Software
  • CD-ROM Software
  • CD-ROM Software Library
  • Software Sites
  • Tucows Software Library
  • Shareware CD-ROMs
  • Software Capsules Compilation
  • CD-ROM Images
  • ZX Spectrum
  • DOOM Level CD

essay on mother in odia language

  • Smithsonian Libraries
  • FEDLINK (US)
  • Lincoln Collection
  • American Libraries
  • Canadian Libraries
  • Universal Library
  • Project Gutenberg
  • Children's Library
  • Biodiversity Heritage Library
  • Books by Language
  • Additional Collections

essay on mother in odia language

  • Prelinger Archives
  • Democracy Now!
  • Occupy Wall Street
  • TV NSA Clip Library
  • Animation & Cartoons
  • Arts & Music
  • Computers & Technology
  • Cultural & Academic Films
  • Ephemeral Films
  • Sports Videos
  • Videogame Videos
  • Youth Media

Search the history of over 866 billion web pages on the Internet.

Mobile Apps

  • Wayback Machine (iOS)
  • Wayback Machine (Android)

Browser Extensions

Archive-it subscription.

  • Explore the Collections
  • Build Collections

Save Page Now

Capture a web page as it appears now for use as a trusted citation in the future.

Please enter a valid web address

  • Donate Donate icon An illustration of a heart shape

ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସଂସ୍କୃତି

Bookreader item preview, share or embed this item, flag this item for.

  • Graphic Violence
  • Explicit Sexual Content
  • Hate Speech
  • Misinformation/Disinformation
  • Marketing/Phishing/Advertising
  • Misleading/Inaccurate/Missing Metadata

plus-circle Add Review comment Reviews

Download options, in collections.

Uploaded by Servants of Knowledge - Bengaluru on July 1, 2021

SIMILAR ITEMS (based on metadata)

Your Article Library

Essay on odia language (1161 words).

essay on mother in odia language

ADVERTISEMENTS:

Essay on Odia Language!

The script in the edicts of Ashoka in 2nd century BC at Dhauli and Jaugada and the inscriptions of Kharavela in Hati Gumpha of Khandagiri give us the first glimpse of possible origin of the Odia language.

From the point of view of language, the inscriptions of Hati Gumpha are near modern Odia and essentially different from the language of the Ashokan edicts. Pali was the prevalent language in Odisha during this period. The Hati Gumpha inscriptions, which are in Pali, are perhaps the only evidence of stone inscriptions in Pali. This may be the reason why the German linguist Prof. Hermann Oldenburg mentioned that Pali was the original language of Odisha.

Traces of Odia words and expressions have been found in inscriptions dating from the 7th century AD. According to scholars, the origin of Odia can be traced back to the 8th or 9th century, but literary works of merit appeared only in the 13th century.

It was in the 14th century, with Saraladasa’s Odia version of Mahabharata, that Odia literature assumed a definite character. Five poets emerged towards the 16th century: Balaram Das, Jagannath Das, Achyutananda Das, Ananta Das and Jasobanta Das.

They are collectively known as ‘Panchasakhas’, since they adhered to the same school of thought, Utkaliya Vaishnavism. The Panchasakha converted ancient Hindu texts into prose (of simple language) easily understood by the people of Udra Desha (Odisha). Achyutananda Das was the most prolific writer of the Panchasakhas.

Under the Bhakti movement, Chaitanya’s influence coloured Odia literature deeply. Upendra Bhanja was adept with words and his poetry had an erotic element. Vishnavism produced great lyrical inspiration and some outstanding poets. Four poets emerged: Baladeb Rath who wrote in champu and the new form of poetry chautisha, Dina Krushna Das, Gopal Krishna and the blind Bhima Bhoi.

But a significant role was played by Brajanath Badjena in starting a tradition of prose fiction, though he is not considered a premier writer of prose. His Chatur Binoda seems to be the first to deal with different rasas, but predominantly the bibhatsa rasa, often verging on nonsense.

It was only in the nineteenth century that prose came to be written in Odia. Fakir Mohan Senapati was a major prose- writer besides being a poet and novelist as well. In mid- nineteenth century contact with the West through English education revolutionised Odia literature. Madhusudan Rao, who founded the Brahmo movement in Odisha, was another great poet of Odisha. Chintamani Mahanty, Nanda Kishore Bal and Gaurisankar Ray are some of eminent writers and poets of this time.

The first Odia printing typeset was cast in 1836 by the Christian missionaries, replacing palm leaf inscription and in the process revolutionising Odia literature. Books were printed, and journals and periodicals published.

The first Odia magazine was Bodha Dayini (1861) published from Balasore. The main object of this magazine was to promote Odia literature and to draw attention to the lapses in government policy. The first Odia paper, The Utkal Deepika, made its appearance in 1866 under the editorship of Gouri Sankar Ray.

In 1869, Bhagavati Charan Das started Utkal Subhakari to propagate Brahmo faith. In the last three-and-a-half decades of the 19th century, a number of newspapers were published in Odia.

Prominent amongst them were Utkal Deepika,Utkal Patra, Utkal Hiteisini from Cuttack, Utkal Darpan and Sambada Vahika from Balasore, and Sambalpur Hiteisini (1889) from Deogarh. The publication of these papers indicated the desire and the determination of the people of Odisha to uphold the right of freedom of expression.

They encouraged modern literature. Radhanath Ray (1849-1908) is the prime figure, who tried to write his poems under the influence of Western literature. He is seen as the father of modern Odia poetry. He wrote Chandrabhaga, Nandikeshivari, Usha, Mahajatra, Darbar and Chilika.

In the twentieth century, a famous name was that of Madhusadan Das, who may not have written much but whose one song composed for the Odia movement is still sung in Odisha. The nationalist movement also produced the Satyavadi group of writers whose leader Gopabandhu Das’s Kara Kabita is noteworthy.

In the post-independence era, Odia fiction assumed a new direction. The trend which Fakir Mohan started actually developed more after the 1950s. Gopinath Mohanty, Surendra Mohanty and Manoj Das are considered the three jewels of this time.

They are the pioneer of a new trend, that of developing or projecting the ‘individual as protagonist’ in Odia fiction. Sachitanand Routray undertook to expose the evils of traditional society and project new social realities.

His Baji Raut and Pandulipi are outstanding. He has won the Jnanpith Award. The other significant fiction writers are Chandrasekhar Rath (Jantrarudha is one of the renowned classics of this period), Shantanu Acharya, Mohapatra Nilamani Sahoo, Rabi Patnaik and JP Das.

The trend started by the writers of 1950s and the 1960s were challenged by the young writers in 1970s. In the 1960s, a little magazine Uan Neo Lu was published from Cuttack. The writers associated with the magazine were Annada Prasad Ray, Guru Mohanty, Kailash Lenka and Akshyay Mohanty.

These writers began a revolution in the text and style of Odia fiction. They brought sexuality into the purview of current literature and they created a new style in prose. ‘Groups’ of writers emerged from different parts of Odisha Anamas from Puri, Abadhutas from Balugaon, Panchamukhi from Balangir, Abujha from Berhampur and Akshara group from Sambalpur.

Jagadish Mohanty, Kanheilal Das, Satya Mishra, Ramchandra Behera, Padmaja Pal, Yashodhara Mishra and Sarojini Sahoo later created a new age in the field of fiction. Jagadish Mohanty is considered as the introducer of existentialism and a trend-setter in Odia literature (Ekaki ashwarohi, Dakshina Duari Ghara, Album, Dipahara Dekhinathiba Lokotie, Nian o Anyanya Galpo, Mephestophelesera Pruthibi short story collections and Nija Nija Panipatha, Kanishka Kanishka, Uttaradhikar and Adrushya Sakal are his novels). Ramchandra Behera and Padmaj Pal are known for their short stories. Sarojini Sahoo’s Gambhiri Ghara is seen as a landmark among Odia novels and she has gained international fame for her feministic and liberal ideas.

Popular Fiction Writing Parallel to aesthaticism in literature, a parallel trend of populist literature also appeared after the 1960s.

Bhagirathi Das, Kanduri Das, Bhagwana Das, Bibhuti Patnaik and Pratibha Ray are among the best-selling writers of Odia literature. The starting of a women’s magazine called Sucharita in 1975 went a long way in helping women writers express their concerns. Writers like Jayanti Ratha, Susmita Bagchi.

Paramita Satpathy, Hiranmayee Mishra, Chirashree Indra Singh, Sairindhree Sahoo, Supriya Panda, Gayatri Saraf, Mamata Chowdhry are a few popular fiction writers in this period. Sarojini Sahoo played a significant role for her feministic and sexuality-oriented approach in fiction.

Popular science writers from Odisha are Gokulananda Mohapatra, Gadadhar Mishra, Debakanta Mishra, Sarat Kumar Mohanty, Nityananada swain, Sashibhusan Rath, Ramesh Chandra Parida, Kamalakanta Jena and others.

A big initiative, Pratishruti, has been started in North America to connect the literary-minded individuals writing in Odia with their peers back in India.

Related Articles:

  • Essay on Marathi Language (856 Words)
  • Essay on Sanskrit Language (1022 Words)

Odia Language

No comments yet.

Leave a reply click here to cancel reply..

You must be logged in to post a comment.

web statistics

Academia.edu no longer supports Internet Explorer.

To browse Academia.edu and the wider internet faster and more securely, please take a few seconds to  upgrade your browser .

Enter the email address you signed up with and we'll email you a reset link.

  • We're Hiring!
  • Help Center

paper cover thumbnail

Evolution of Odia Language, its Struggle for Existence & Excellence

Profile image of Dr. Subrat Prusty

Related Papers

English Studies in India

Dr. PARTHA S A R A T H I NANDI

Partha Sarathi Nandi's paper deals with the introduction of the English language in India. Most postcolonial critics tend to perceive English language as a "notorious" implement of India's colonial legacy that is still perpetuating colonialism in this era. And this suspicion towards the language persists among many Indians even today. But in doing so, they often discard the cultural interactions that occurred in this process. While some immersed themselves in the imported culture to become "more English than the English", others rejected this alien language, clinging on to their orthodox ideas. However, some accommodated both these trends, leading to the development of a hybrid culture which was an energetic mix of vernacular and English. Though it is undeniable that the "centre" introduced us to the English language, institutionalised it and valorised it among the elite intellectuals in colonial India, it is equally true that over time, the language has been absorbed, appropriated, modified and naturalised by the natives in such a way that it has now become a lingua franca for the people of multilingual nations like India. The paper discusses how English has travelled through time and space and has become a common language of interaction, uniting the multilingual population of India and the world.

essay on mother in odia language

Conan Tsang

P. Gopikrishna

In this article, I am going to describe the origin of English language in India and about popular languages, how English became a popular language instead of Sanskrit, Urdu or Persian languages and why this language overtook them and the reason/purpose for implementation of English in India. Even after Independence why English is still considered an official language. Then why English dominated world and India, how that became a benefit for us the effect of Indianism in English language and why the difference created between Indian English and other English dialects of worldwide, In which manner Indian native words have got a place in the Oxford dictionary. How Indian languages and dialects, vocabulary are effecting English, at the same time how English vocabulary interrupting our languages? Why many Indian authors, popular regional poets, and linguists believe that English is collapsing native languages? Why some other people believe English is just modifying other languages into particular trends of our contemporary times?

Sandeep Sharma

SMART M O V E S J O U R N A L IJELLH

Abstract English Language stood strong here in India against all odds and tests of time. Its great success, potential and power is evidently due to its association with and patronage of the British Empire which itself emerged as the strongest colonial power / ruler and made English language to have an edge over the rest languages of the world. It crossed the British channel way back and is now no more a colonial jargon of „authority‟, „self‟ or the „other‟. It is no more a colonizers‟ language and has become the prime choice for almost all the world over due to its unique characteristics such as resourcefulness, clarity, lucidity, adaptability, literature, etc. It has now set itself as a link or a bridging language across cultures, traditions, regions, nations, and continents. Its richness has successfully made it useful in all spheres of modern man‟s life. It has become the language of national policies, Research, IT, trade, commerce, industry, business relation, discussions, Experimentation, Astronomy and what not. Now, every activity of our lives revolves primarily around this language for it symbolizes better education, brighter future, better culture and higher intellect especially in India. But have you ever thought of its historical background or reasons how it was born on Indian soil and who were the great people who worked for it in pre-independent India? This paper will make an attempt to show how English language reached India and evolved here through ages as the most important language of education and research. It will also show how it has emerged now as the most significant language for one and all in India. Key Words: English Language, Colonial masters, East India Company, historical

Research paprr

MUHAMMAD AKBAR ALI

This paper narrates the story of English Language from pre East India Company to to date. Pakistan and India

Language and the Making of Modern India

Pritipuspa Mishra

Language Spread and Language Policy ed by Peter H. Lowenberg, Georgetown University Roundtable (GURT) 1987

S. N. Sridhar

Bhāratīya chronology , Megh Kalyanasundaram , Manogna Sastry

Whether posited as an invasion by or migration of Aryans, these variant forms—of an into-India hypothesis (supposed movement into India around the second millennium BCE)—are underpinned by one constant: the consequence that the earliest forms of Vedic culture and Sanskrit are not indigenous to India. Written in 2017, this paper examines, in three dimensions, whether such a hypothesis, given its startling consequence to Indic history, can remain a preserve of only one domain (linguistics) before demonstrating not only an absence of proof for such a consequence, amongst other related questions, in key Indic texts through a study of the terms ārya and drāviḍa but also specific problematics in the development of this hypothesis in historical linguistics.

Krishnan Namboodiripad K S

RELATED PAPERS

Laura Machuca

Journal of Biological Chemistry

José Courty

Massimo Morbidelli

办英国利物浦大学毕业证 liverpool研究生文凭证书录取通知原版一模一样

Universal Journal of Educational Research

Johar Permana

Open Scholarship Initiative Proceedings

Glenn Hampson

Inês Mendes

Revista Brasileira de Geofísica

Maria Manuela Rosa Jorge

International Journal of Industrial Ergonomics

Marshall Chasin

Revista do Instituto de Estudos Brasileiros

Philippe Willemart

Journal of Experimental Biology

Research Square (Research Square)

Giuseppe Lanza

Gayana (Concepción)

Martín Escobar

E-Jurnal Matematika

Drs. Ketut Jayanegara, M.Si.

Journal of Vietnamese Environment

Brain Research

James Meyerhoff

Nurul Afida

Advances in mathematical sciences

satish shukla Shukla

Pericles Zouhair

DOAJ (DOAJ: Directory of Open Access Journals)

Andresa Guimarães

Journal of applied behavior analysis

Michele Wallace

  •   We're Hiring!
  •   Help Center
  • Find new research papers in:
  • Health Sciences
  • Earth Sciences
  • Cognitive Science
  • Mathematics
  • Computer Science
  • Academia ©2024

COMMENTS

  1. ମୋର ମାଆ ଓଡ଼ିଆ ରଚନା / My Mother Essay in Odia / Odia Rachana My Mother

    # Odia SahayataWelcome to my YouTube channel,"Odia Sahayata".In this video we will learn 10 lines essay on My Mother in Odia language. Please like,share and ...

  2. ମଦର ଟେରେସା ଓଡ଼ିଆ ରଚନା / Mother Teresa Essay in Odia / Essay on Mother

    # Odia SahayataWelcome to my YouTube channel,"Odia Sahayata".In this video we will learn Mother Teresa essay in Odia language. Please like,share and subscrib...

  3. Odia Essay on "Mother Teresa", "ମଦର ଟେରେସା ରଚନା" for Students

    Odia Essay on "Mother Teresa", "ମଦର ଟେରେସା ରଚନା" for Students. ଉପକ୍ରମ : ଆଜିକୁ ଦେଢ଼ଶହ ବର୍ଷ ତଳେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଜଣେ ସନ୍ଥକବି ଭୀମ ଭୋଇ କହିଥିଲେ. "ମୋ ଜୀବନ ...

  4. Odia language

    Odia / ə ˈ d iː ə / (ଓଡ଼ିଆ, ISO: Oṛiā, pronounced ⓘ; formerly rendered as Oriya / ɒ ˈ r iː ə /) is an Indo-Aryan classical language spoken in the Indian state of Odisha.It is the official language in Odisha (formerly rendered as Orissa), where native speakers make up 82% of the population, and it is also spoken in parts of West Bengal, Jharkhand, Andhra Pradesh and ...

  5. ଓଡ଼ିଆ ସାହିତ୍ୟର ଇତିହାସ : ସୁରେନ୍ଦ୍ର କୁମାର ମହାରଣା : Free Download, Borrow

    "Odia Sahityara Itihasa" is an Odia-language essay book authored by Surendra Kumar Moharana in 2001. Addeddate 2021-07-01 13:24:43 Alt_title Odia Sahityara Itihasa Identifier odia-sahityara-itihasa-2015 Identifier-ark ark:/13960/t1hj8b088 Ocr tesseract 5..-alpha-20201231-10-g1236 ...

  6. ମା

    Oriya translation of 'The Mother' - a collection of short prose pieces on the Mother and her four great Aspects - Maheshwari, Mahakali, Mahalakshmi, Mahasaraswati. ... Go to language: ... Compilations Savitri The Life Divine The Synthesis of Yoga The Supramental Manifestation upon Earth The Mother Essays on the Gita Guidance All 170+ books >>

  7. Odia language

    Odia language, Indo-Aryan language of the eastern group. It is a 'scheduled' language of India and the main official language of the state of Odisha, where its Mughalbandi dialect is the language of education. A poetic classic in Odia appeared in the 15th century, and literary prose took shape in the 18th century.

  8. ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି (ଭାଗ ୧) : ପ୍ରବୋଧ କୁମାର ମିଶ୍ର : Free

    "Odia Jatira Itihasa O Sanskruti (Volume 1)" is an Odia-language essay book authored by Prabodh Kumar Mishra in 2012. Addeddate 2021-07-01 13:12:24 Alt_title Odia Jatira Itihasa O Sanskruti (Volume 1) Identifier odia-jatira-itihasa-o-sanskruti-volume-1-2012 Identifier-ark ark:/13960/t48q7tb6k ...

  9. "Your Mother" English Essay with Odia Meaning

    "Your Mother" English Essay with Odia Meaning || ତୁମ ମା ବିଷୟରେ ରଚନା || 10 Lines on "My Mother"Your Queries:-Essay on Your MotherMy Mother English Essay10 Lin...

  10. (PDF) ଓଡ଼ିଆ ପ୍ରବନ୍ଧ ବିଦ୍ୟା ଓ ବିଦ୍ୟାର୍ଥୀ

    Odia Essay - Vidya o Vidyarthi by Chittaranjan Das - Brief Summary ... This booklet sums up the findings of international research and practice on the language policy issues. It argues for mother tongue based multilingual education. Download Free PDF View PDF. See Full PDF Download PDF. aò\ýû I aò\ýû[ðú _âûa§òK - Pò e¬^ \ûi ...

  11. Odia Essay PDF 2024

    Odia Essay on the Oriya Language: The Essential Odia Essays (Odia Rachana) are intended to meet the growing demand of pupils in Primary, secondary, and higher secondary schools and colleges. Conscious efforts have been made to carefully choose essays on a variety of subjects that are well within the knowledge and experience range of the pupils.

  12. PDF Construction of Mother-tongue: Translation, Culture and Power

    Abstract. Mother-tongue is a construct of translational consciousness that is mediated through colonial culture. It is commodified as. a cultural and symbolic capital on which literacy and literariness are predicated, and these constitute cultural nationalism. All this is illustrated in the case of the Odia language as explored by this paper.

  13. (PDF) WOMEN'S WRITING IN ODIA LITERATURE

    Odia women writers h ave made significant contributions to various. genres of literature such as poetry, fiction, drama, and non-fiction. The earliest known women writers in Odia literature w ere ...

  14. mother Meaning in Oriya

    Oriya, also known as Odiya is a language spoken by 4.2% of India's population. The language is spoken mostly in eastern India, with more than 35 million native speakers. Oriya is the predominant language of the Indian state of Odisha (formerly known as Orissa) and also spoken in parts of West Bengal, Jharkhand, Chhattisgarh, and Andhra Pradesh.

  15. Useful phrases in Odia (Oriya)

    A collection of useful phrases in Odia (Oriya), an Indo-Aryan language spoken mainly in the Indian state of Odisha (Orissa) by about 31 million people. Jump to phrases See these phrases in any combination of two languages in the Phrase Finder .

  16. Odia Identity and Language Movement of Odisha

    The Odia Language Movement in 19th and 20th century justifying the ethnicity theory H.Tajfel, salient marker hypothesis of H.Gilles&P.Johnson, identity is maintained through language of Gumperj, the language and nationalism equation of Bishwanath Kar and language movement an organising effort by R.N.Srivastav.So Odia language was the only ...

  17. ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଦୁର୍ଲ୍ଲଭ ଓଡ଼ିଆ ପୁସ୍ତକ,ଅଭିଧାନ, ପ୍ରାଚୀନ

    Died :- 28-Dec-1912. Place of Birth :- Puri. Bhakta-Kavi Madhusudan Rao is one of the foremost pioneers of modern Odia literarure. Each and every Odia, even in the remotest rural areas is well conversant with his name, primarily for the Barnabodha as well as for his devotional lyrics. Madhusudan was born on January 29, 1953 in the then ...

  18. my mother essay in odia

    My mother essay in odia . Mother who is mother . Mother is God . No one can live without Mom .Mom is the only one who cares for us , helps us in our difficult situations ,give us strength ,and many more things that cannot be compared by others .Mother always cooks food for us .She never cares for us and offers her food to us .One whose mother ...

  19. ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସଂସ୍କୃତି : Free Download, Borrow, and Streaming

    "Odia Sahitya O Adibasi Sanskruti" is an Odia-language essay book authored/compiled in 1981. Addeddate 2021-07-01 13:22:32 Alt_title Odia Sahitya O Adibasi Sanskruti Foldoutcount 0 Identifier odia-sahitya-o-adibasi-sanskruti-1981 Identifier-ark ark:/13960/t4kn13c65 ...

  20. Spark of Light: Short Stories by Odia Women Writers

    Odia Short Stories: Traverse from Modernism to Postmodernism ,The Konark,December 2015,Vol.1,No.1,pp 77-84,Odisha Sahitya Akademi,Bhubaneswar,ISBN 978-81-7586-198-5. In a society like ours, every woman is at the risk of becoming a victim of domestic violence. Claimed by a few to have originated as a term in the early 1970s, 'Domestic Violence ...

  21. PDF The Language Crisis in the Nineteenth Century Odisha

    The book argued that, Oriya was not a language, but a variant of Bengali. Adoption of Bengali as the official language was in the interest of Utkal, Rajendralal Mitra, a ... Sambalpur would be like displacing the ''mother'' for the sake of a ''step mother' (Hindi). ... injustice27. Fakir Mohan, in an essay, described Mr. Woodburn ...

  22. Essay on Odia Language (1161 Words)

    Essay on Odia Language! The script in the edicts of Ashoka in 2nd century BC at Dhauli and Jaugada and the inscriptions of Kharavela in Hati Gumpha of Khandagiri give us the first glimpse of possible origin of the Odia language. From the point of view of language, the inscriptions of Hati Gumpha are near modern Odia and essentially different ...

  23. (PDF) Evolution of Odia Language, its Struggle for Existence

    Evolution of Odia Language, its Struggle for Existence & Excellence Dr. Subrat Kumar Prusty When we discuss about the origin & evolution of Odia Language, automatically it comes to our mind that it is an Aryan Language; it is not only in the case Odia but about all Indian Languages except 4 Languages of the Southern India (Telugu, Tamil, Kannanda & Malayalam) and the Tribal languages of our ...